ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
ସମୟ ଦୂରତା ଲେଖଚିତ୍ରରୁ ବେଗ କିପରି ନିରୂପଣ କରାଯାଏ ?

Text Solution
Verified by Experts

The correct Answer is:ସମୟ ଦୂରତା ଲେଖଚିତ୍ର ଆନତିରୁ ବେଗ ନିରୂପଣ କରାଯାଏ ।

Doubtnut Promotions Banner
|