Doubtnut Promotions Sticky

ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
ଏପରି ଏକ ବସ୍ତୁର ଉଦାହରଣ ଦିଅ, ଯାହାର କିଛି ତ୍ୱରଣ ଅଛି ମାତ୍ର ପରିବେଗ ଶୂନ ।

Text Solution
Verified by Experts

The correct Answer is:ଭୂଲମ୍ବ ଭାବରେ ଏକ ବସ୍ତୁକୁ ଉପରକୁ ଫିଙ୍ଗାଗଲେ ଏହା ଉଠିଥିବା ସର୍ବୋଚ୍ଚ ସ୍ଥାନରେ ବସ୍ତୁର ତ୍ୱରଣ 9.8m\s2 ମାତ୍ର ପରିବେଗ ଶୂନ ।

|
Updated on:21/07/2023

Similar Questions