ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
ଏପରି ଏକ ବସ୍ତୁର ଉଦାହରଣ ଦିଅ, ଯାହାର କିଛି ତ୍ୱରଣ ଅଛି ମାତ୍ର ପରିବେଗ ଶୂନ ।
The correct Answer is:ଭୂଲମ୍ବ ଭାବରେ ଏକ ବସ୍ତୁକୁ ଉପରକୁ ଫିଙ୍ଗାଗଲେ ଏହା ଉଠିଥିବା ସର୍ବୋଚ୍ଚ ସ୍ଥାନରେ ବସ୍ତୁର ତ୍ୱରଣ 9.8m\s2 ମାତ୍ର ପରିବେଗ ଶୂନ ।
Similar Questions
Correct the mistake without changing the line. The object is inconsistent underline (ତ୍ୱରଣ) It will be empty.
View SolutionCorrect the mistake without changing the line. underline (ପରିବେଗ) An odd amount.
View Solutionରେଖାଙ୍କିତ ପଦକୁ ନ ବଦଳାଇ ଭ୍ରମ ସଂଶୋଧନ କର ।
underline ( ପରିବେଗ ) ଏକ ଅଦିଶ ରାଶି ।
View Solutionରେଖାଙ୍କିତ ପଦକୁ ନ ବଦଳାଇ ଭ୍ରମ ସଂଶୋଧନ କର ।
ପରିବେଗ–––––––––––––––– ଏକ ଅଦିଶ ରାଶି ।
View Solutionରେଖାଙ୍କିତ ପଦକୁ ନ ବଦଳାଇ ଭ୍ରମ ସଂଶୋଧନ କର ।
–_1^2 H ) ପରମାଣୁର ନ୍ୟୁକ୍ଲିୟସରେ ଦୁଇଟି ନିଉଟ୍ରନ୍ ଅଛି।
View SolutionCorrect the mistake without changing the line. underline ( _8^18 O ) ପରମାଣୁର ନ୍ୟୁକ୍ଲିୟସରେ 9 ଟି ନିଉଟ୍ରନ୍ ଅଛି ।
View SolutionCorrect the mistake without changing the line. According to Radar Ford, the atom underline (ଯୁକ୍ତଚାର୍ଜ ବହନ କରୁଥିବା ଏକ ଗୋଲକ ) ।
View Solution(a)Na2SO4ଦ୍ରବଣର pH 7 ଅଟେ | (b) ଜିପସମର ସଙ୍କେତ CaSO41/2 H_2O | (c) ହଳଳି ଅମ୍ଳ ଓ କ୍ଷାର ପାଇଁ ଏକ ଘ୍ରାଣ ସୂଚକ |
View Solution