ବାମ ପାର୍ଶ୍ୱର ଶବ୍ଦଦ୍ୱୟର ସମ୍ପର୍କୁ ଦେଖି ଦକ୍ଷିଣ ପାର୍ଶ୍ୱସ୍ଥ ଖାଲିସ୍ଥାନ ପୂରଣ କର ।
ରୂପାର ଆପେକ୍ଷିକ ସାନ୍ଦ୍ରତା : 10.8 : : ସୁନାର ଆପେକ୍ଷିକ ସାନ୍ଦ୍ରତା : ___________ ।

Text Solution
Verified by Experts

The correct Answer is:19.3

Updated on:21/07/2023
Doubtnut Promotions Banner
|