ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
ଏକ ବସ୍ତୁକୁ ଭୂଲମ୍ବ ଭାବରେ ଉପରକୁ ନିକ୍ଷେପ କଲେ ସର୍ବୋଚ୍ଚ ଉଚ୍ଚତାରେ ବସ୍ତୁର ପରିବେଗ କେତେ ?

Text Solution
Verified by Experts

The correct Answer is:ଏକ ବସ୍ତୁକୁ ଭୂଲମ୍ବ ଭାବରେ ଉପରକୁ ନିକ୍ଷେପ କଲେ ସର୍ବୋଚ୍ଚ ଉଚ୍ଚତାରେ ତାହାର ପରିବେଗ ଶୂନ ହେବ ।

Doubtnut Promotions Banner
|