ବାମ ପାର୍ଶ୍ୱର ଶବ୍ଦଦ୍ୱୟର ସମ୍ପର୍କୁ ଦେଖି ଦକ୍ଷିଣ ପାର୍ଶ୍ୱସ୍ଥ ଖାଲିସ୍ଥାନ ପୂରଣ କର ।
ହୃତପିଣ୍ଡ ଚିକିତ୍ସା : ଇକୋକାର୍ଡିଓଗ୍ରାଫି : : ଲିଭର, ଗଲବ୍ଲାଡର, କିଡିନି ଆଦିର ଚିକିତ୍ସା : ___________ ।

Text Solution
Verified by Experts

The correct Answer is:ଅଲଟ୍ରାସୋନୋଗ୍ରାଫି

Updated on:21/07/2023
Doubtnut Promotions Banner
|