Doubtnut Promotions Sticky

ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
ଗୋଟିଏ ବସ୍ତୁକୁ ତ୍ୱରାନ୍ୱିତ କରିବା ପାଇଁ ସେଥିରେ କି ପ୍ରକାର ବଳ ପ୍ରୟୋଗ କରିବା ଆବଶ୍ୟକ ?

Text Solution
Verified by Experts

The correct Answer is:ଗୋଟିଏ ବସ୍ତୁକୁ ତ୍ୱରାନ୍ୱିତ କରିବା ପାଇଁ ସେଥିରେଅସୁନ୍ତଳିତ ବାହ୍ୟବଳ ପ୍ରୟୋଗ କରିବା ଆବଶ୍ୟକ ।

|
Updated on:21/07/2023