Doubtnut Promotions Sticky

ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
ନ୍ୟଷ୍ଟିରେ କ୍ରୋମୋଜୋମ୍ କାହା ଦ୍ୱାରା ଗଠିତ ?

Text Solution
Verified by Experts

The correct Answer is:ନ୍ୟଷ୍ଟିରେ କ୍ରୋମୋଜୋମ୍ DNA ଅଣୁ ଓ ହିଷ୍ଟୋନ୍ ପ୍ରୋଟିନ୍ ଦ୍ୱାରା ଗଠିତ ।

|
Updated on:21/07/2023