Doubtnut Promotions Sticky

ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଦିଅ ।
କୋଷର ମାଇଟୋକଣ୍ଡ୍ରିଆରେ ATP ଶକ୍ତି କିପରି ଉତ୍ପନ୍ନ ହୁଏ ?

Text Solution
Verified by Experts

The correct Answer is:କୋଷର ମାଇଟୋକଣ୍ଡ୍ରିଆରେ ଖାଦ୍ୟପଦାର୍ଥର ଜାରଣ ଘଟି ATP ଶକ୍ତି ଉତ୍ପନ୍ନ ହୁଏ ।

|
Updated on:21/07/2023

Similar Questions