ବାମ ପାର୍ଶ୍ୱର ଶବ୍ଦଦ୍ୱୟର ସମ୍ପର୍କୁ ଦେଖି ଦକ୍ଷିଣ ପାର୍ଶ୍ୱସ୍ଥ ଖାଲିସ୍ଥାନ ପୂରଣ କର ।
ଉତ୍ତର ଭାରତରେ ବର୍ଷା ଜୁନ ମାସରେ : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ : : ଦକ୍ଷିଣ ଭାରତରେ ବର୍ଷା ଅକ୍ଟୋବରରୁ ଡିସେମ୍ବର ମାସରେ : ___________ ।

Text Solution
Verified by Experts

The correct Answer is:ଫେରନ୍ତା ଉତ୍ତର-ପୂର୍ବ ମୌସୁମୀ ବାୟୁ

Updated on:21/07/2023
Doubtnut Promotions Banner
|