ବାୟୁ ଉପଜୀବୀ ଶ୍ଵସନ : ଅଙ୍ଗାରକାମ୍ଳ ଓ ଜଳ :: ବାୟୁ ଅପଜୀବୀ ଶ୍ଵସନ : ___ ।

A

ଇଥାନଲ, ସୁରସାର ବା ଲକ୍ଟିକ ଅମ୍ଳ

B

ଗ୍ଲୁକୋଜ ଓ ଲବଣମ୍ଳ

C

ଜଳ ଓ ଶକ୍ତି

D

ଉଦଜାନ, ଜଳ ଓ ଶକ୍ତି

Text Solution
Verified by Experts

The correct Answer is:A

Doubtnut Promotions Banner
|