Doubtnut Promotions Sticky

ସବୁଜ ପତ୍ରରେ ଆଲୋକସ୍ଲେଷଣ ଯୋଗୁଁ କ'ଣ ହୋଇଥାଏ ?

A

ସୌର ରଶ୍ମିର ଆଲୋକଶକ୍ତି ରାସାୟନିକ ଶକ୍ତିରେ ପରିବର୍ତ୍ତନ ହୋଇ ଶ୍ୱେତସାର ପ୍ରସ୍ତୁତ ହୋଇଥାଏ

B

ଅଙ୍ଗାରକାମ୍ଳ ଓ ଜଳ ସୃଷ୍ଟି ହୋଇଥାଏ

C

ସବୁଜ ଉଦ୍ଭିଦର ତୀବ୍ର ବୃଦ୍ଧି ଘଟିଥାଏ

D

ସବୁଜ ପତ୍ର ଅଧିକ ସବୁଜ ହୋଇଥାଏ

Text Solution
Verified by Experts

The correct Answer is:A

|