Doubtnut Promotions Sticky

ଶରୀରରେ ଥିବା ବିଶେଷ ବ୍ୟବସ୍ଥା ଦ୍ୱାରା,ବିଭିନ୍ନ ଚୟାପଚୟ ପ୍ରକ୍ରିୟାରୁ ଜାତ ବର୍ଜ୍ୟବସ୍ତୁ ନିଷ୍କାସନ କରି ଶରୀର ଭିତରକୁ ପ୍ରଦୂଷଣ ମୁକ୍ତ ରଖିବାକୁ କ'ଣ କୁହାଯାଏ?

A

ସ୍ୱାସନ

B

ଜାରଣ

C

ରେଚନ

D

ସଂସ୍ଲେଷଣ

Text Solution
Verified by Experts

The correct Answer is:C

|
Updated on:21/07/2023