Doubtnut Promotions Sticky

40°c ତାପମାତ୍ରାରେ ଥିବା ୧୦ ଗ୍ରାମ୍ ର ଏକ ଲୁହାକଣ୍ଟା 40°c ତାପମାତ୍ରାରେ ଥିବା ୧ଲିଟର୍ ପାଣିରେ ପକାଇ ଦିଆଗଲା।ତେବେ,

A

ପାଣିରୁ ଲୁହାକଣ୍ଟାକୁ ତାପ ସଞ୍ଚରିତ ହେବା।

B

ଲୁହାକଣ୍ଟାରୁ ପାଣିକୁ ତାପ ସଞ୍ଚରିତ ହେବ।

C

ପାଣିରୁ ଲୁହାକଣ୍ଟାକୁ ବା ଲୁହାକଣ୍ଟାରୁ ପାଣିକୁ ତାପ ସଞ୍ଚରିତ ହେବ।

D

ପ୍ରଥମ ଅବସ୍ଥାରେ ପାଣିରୁ ଲୁହାକଣ୍ଟାକୁ ଓ କିଛି ସମୟ ପରେ ଲୁହାକଣ୍ଟାରୁ ପାଣିକୁ ତାପ ସଞ୍ଚରିତ ହେବ।

Text Solution
Verified by Experts

ପାଣିରୁ ଲୁହାକଣ୍ଟାକୁ ବା ଲୁହାକଣ୍ଟାରୁ ପାଣିକୁ ତାପ ସଞ୍ଚରିତ ହେବ।

|