Doubtnut Promotions Sticky

ବାମ ପାର୍ଶ୍ଵସ୍ଥ ଶବ୍ଦ ଦ୍ଵୟ ର ସମ୍ପର୍କକୁ ଲକ୍ଷ୍ୟ କରି ଦକ୍ଷିଣପାର୍ଶ୍ୱସ୍ଥ ଶୂନ୍ୟ ସ୍ଥାନ ପୂରଣ କର ।
ଜଳଧାରଣ ଶକ୍ତି ବେଶୀ : ମଟାଳ ମାଟି :: ଜଳଧାରଣ ଶକ୍ତି କମ୍ : ___

Text Solution
Verified by Experts

ବାଲିଆ ମାଟି

|