Doubtnut Promotions Sticky

ସବିତା ଗୋଟିଏ କାଗଜରେ ସଂଖ୍ୟାଟିଏ ଲେଖିଲା । ସେହି ସଂଖ୍ଯାର ଏକକ ସ୍ଥାନରେ 5, ହଜାର ସ୍ଥାନରେ 2, ଶତକ ସ୍ଥାନରେ 2, ଲକ୍ଷ ସ୍ଥାନରେ 5 ଅଯୁତ ଥାନାରେ 3, କୋଟି ସ୍ଥାନରେ 1, ନିୟୁତ ସ୍ଥାନରେ 7 ଓ ଦଶକ ସ୍ଥାନରେ 4 ଥିଲା । ସବିତା କେଉଁ ସଂଖ୍ୟା ଲେଖି ଥିଲା ।

Text Solution
Verified by Experts

17532245 ସଂଖ୍ୟାକୁ ସବିତା ଲେଖିଥିଲା ।

|