ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର ।
△ABCଓ△XYZମଧ୍ୟରେ¯¯¯¯¯¯AB≅¯¯¯¯¯¯XYଏବଂ∠A≅∠X । ସେ ତ୍ରିଭୁଜ ଦ୍ୱୟର ଅନ୍ୟ କେଉଁ ଅଙ୍ଗ ସର୍ବସମ ହେଲେ ତ୍ରିଭୁଜ ଦ୍ୱୟ ବା-କୋ-ବା ସର୍ତ୍ତ ଅନୁସାରେ ସର୍ବସମ ହେବେ ।
The correct Answer is:¯¯¯¯¯¯AC≅¯¯¯¯¯¯XZ
Similar Questions
ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର ।
△LMNଓ△XYZମଧ୍ୟରେ∠L≅∠X,¯¯¯¯¯¯¯LM≅¯¯¯¯¯¯XY । ଉପରୋକ୍ତ ତ୍ରିଭୁଜ ଦ୍ୱୟ ମଧ୍ୟରେ ଅନ୍ୟ କେଉଁ ଅଙ୍ଗ ସର୍ବସମ ହେଲେ ତ୍ରିଭୁଜ ଦ୍ୱୟ ବା-କୋ-ବା ସର୍ତ୍ତରେ ସର୍ବସମ ହେବେ ।
View Solution△ABC ଓ △PQR ମଧ୍ୟ ରେ ∠B =∠Q | △ABCରAB=8ସେ.ମି.ଏବଂBC=12ସେ.ମି.∣∣ triangle PQRରPQ=12ସେ.ମିଏବଂQR=18ସେ.ମି.∣∣ triangle ABCରକ୍ଷେତ୍ରଫଳ48ବର୍ଗସେ.ମି.ହେଲେtriangle PQR ର କ୍ଷେତ୍ରଫଳ କେତେ ବର୍ଗ ସେ.ମି.?
View SolutionPOR ସମକୋଣୀ ତ୍ରିଭୁଜରେm∠Q=90^@ଓoverline(QS) |\| overline(PR) , PS = 8 ସେ.ମି. ଓ SR = 2 ସେ.ମି. ହେଲେ PQର ଦୈର୍ଘ୍ୟ କେତେ ସେ.ମି.?
View Solution. ଦତ୍ତ ଚିତ୍ରରେ overline (OP)bot overline(XY)' ,XY =30ସେ. ମି., OQ = 8 ସେ. ମି. ହେଲେ OP = କେତେ ସେ. ମି. ?
View Solutionଦତ୍ତ ଚିତ୍ରରେ ବୃତ୍ତର କେନ୍ଦ୍ର O |¯¯¯AB ଏକ ଜ୍ୟା ଏବଂ ¯¯¯¯¯¯OP⊥AB∣∣overline(OP)ଓoverline(AB) ର ଛେଦ ବିନ୍ଦୁ O | AB = 16ସେ. ମି. ଓ OD=6ସେ. ମି. ହେଲେ, DP= କେତେ ସେ. ମି. ?
View Solutionଦତ୍ତ ଚିତ୍ରରେ 'overline(AB)' ଓ 'overline(AC) ଦୁଇଟିସର୍ବସମଜ୍ୟା∣∣Oବୃତ୍ତରକେନ୍ଦ୍ର∣∣'m∠AOC=112∘'ଓ'm∠BAC କେତେ ?
View SolutionS1ଓS2ଦୁଇଟିଏକକେନ୍ଦ୍ରିକବୃତ୍ତ∣∣overline (PS), S_1 ବୃତ୍ତର ଏକ ଜ୍ୟା ଏବଂ S_2 ବୃତ୍ତର ଏକ ସ୍ପର୍ଶକ | PM =5ସେ. ମି ହେଲେ PS =କେତେ ସେ. ମି ହେବ ?
View Solution