Doubtnut Promotions Sticky

ଏକ ରେଖାଖଣ୍ଡର ମଧ୍ୟବିନ୍ଦୁ ହେଉଛି ମୂଳବିନ୍ଦୁ । ଯଦି ରେଖାଖଣ୍ଡଟିର ଏକ ପ୍ରାନ୍ତବିନ୍ଦୁ (2, 3) ହୁଏ, ତେବେ ଅନ୍ୟ ପ୍ରାନ୍ତ ବିନ୍ଦୁଟିର ସ୍ଥାନଙ୍କ __ l

A

(3,4)

B

(2,-3)

C

(-2,-3)

D

(-2,3)

Text Solution
Verified by Experts

The correct Answer is:C

|
Updated on:21/07/2023

Similar Questions