Doubtnut Promotions Sticky

_____ ଦର୍ପଣରେ ପ୍ରମୁଖ ଅକ୍ଷ ସହ ସମାନ୍ତର ଥିବା ରଶ୍ମି ଦର୍ପଣ ଉପରେ ଆପତିତ ହେଲେ ପ୍ରତିଫଳିତ ରଶ୍ମି ଫୋକସ ମଧ୍ୟ ଦେଇ ଗତିକରେ l

A

ଉତ୍ତଳ

B

ଅବତଳ

C

ସମତଳ

D

ଉଭୟ ଉତ୍ତଳ ଓ ଅବତଳ

Text Solution
Verified by Experts

The correct Answer is:B

|