Doubtnut Promotions Sticky

ପ୍ରତିରୋଧଗୁଡିକୁ କିପରି ସଂଯୋଗ କଲେ ସମତୁଲ୍ୟ ପ୍ରତିରୋଧ ସର୍ବନିମ୍ନ ହେବ ?

A

ପଡଂକ୍ତି ସଂଯୋଗ କଲେ

B

ମିଶ୍ରିତ ସଂଯୋଗ କଲେ

C

ପ୍ରତିରୋଧଗୁଡିକ ମଧ୍ୟରୁ ଅତି କମରେ ଦୁଇଟିକୁ ପଡଂକ୍ତିରେ ଅନ୍ୟଗୁଡିକୁ ସମାନ୍ତର ସଂଯୋଗ କଲେ

D

ପ୍ରତିରୋଧ ଗୁଡିକର ସମାନ୍ତର ସଂଯୋଗରେ

Text Solution
Verified by Experts

The correct Answer is:D

|