Doubtnut Promotions Sticky

ଫ୍ଲେମିଙ୍ଗଙ୍କ ଦକ୍ଷିଣ ହସ୍ତ ନିୟମ ପାଇଁ କେଉଁଟି ସତ୍ୟ ନୁହେଁ ?

A

ବୃଦ୍ଧାଙ୍ଗୁଳି ପରିବାହୀର ଗତି,ତର୍ଜନୀ ଚୁମ୍ବ କକ୍ଷେତ୍ର ମଧ୍ୟମା ପ୍ରେରିତ ବିଦ୍ୟୁତ ପ୍ରବାହର ଦିଗ ସୂଚାଏ

B

ବୃଦ୍ଧାଙ୍ଗୁଳି ପରିବାହୀର ଗତି,ତର୍ଜନୀ ପ୍ରେରିତ ବିଦ୍ୟୁତପ୍ରବାହ ମଧ୍ୟମା ଚୁମ୍ବକ କ୍ଷେତ୍ରର ଦିଗ ସୂଚାଏ

C

ବୃଦ୍ଧାଙ୍ଗୁଳି ପ୍ରେରିତ ବିଦ୍ୟୁତପ୍ରବାହ,ତର୍ଜନୀ ଚୁମ୍ବକ କ୍ଷେତ୍ର ଓ ମଧ୍ୟମା ପରିବାହୀର ଗତିରେ ଦିଗ ସୂଚାଏ

D

ତର୍ଜନୀ ବିଦ୍ୟୁତ ପ୍ରବାହର ଦିଗ,ମଧ୍ୟମା ପରିବାହୀର ଦିଗ ଓ ବୃଦ୍ଧାଙ୍ଗୁଳି ଚୁମ୍ଭକ କ୍ଷେତ୍ରର ଦିଗ ସୂଚାଏ

Text Solution
Verified by Experts

The correct Answer is:A

|