ପ୍ରେରିତ ବିଦ୍ୟୁତ ପ୍ରବାହ କହିଲେ କ'ଣ ବୁଝ ?

A

ଚୁମ୍ବକରୁ ବିଦ୍ୟୁତ ପ୍ରବାହ କରିବା ପ୍ରକ୍ରିୟା

B

ବିଦ୍ୟୁତ ସେଲରୁ ବିଦ୍ୟୁତ ସ୍ରୋତ ସୃଷ୍ଟି ହେବା ପ୍ରକ୍ରିୟା

C

ଉଭୟ A ଓ B

D

ଚୁମ୍ବକକ୍ଷେତ୍ର ଓ ତତସଂଲଗ୍ନ ତାରକୁଣ୍ଡଳୀର ଆପେକ୍ଷିକ ଗତିଯୋଗୁଁ ତାରକୁଣ୍ଡଳୀରେ ଯେଉଁ ବିଦ୍ୟୁତପ୍ରବାହ ହୁଏ

Text Solution
Verified by Experts

The correct Answer is:D

Doubtnut Promotions Banner
|