ଗୋଟିଏ ଘେର ବିଶିଷ୍ଟ ଏକ ବୃତ୍ତାକାର ତାରରେ ବିଦ୍ୟୁତ ପ୍ରବାହ ଜନିତ ଚୁମ୍ବକୀୟ କ୍ଷେତ୍ରର ପରିମାଣ x । ଯଦି କୁଣ୍ଡଳୀରେ ବିଦ୍ୟୁତ ପ୍ରବାହକୁ ଅପରିବର୍ତ୍ତିତ ରଖି ଘେର ସଂଖ୍ୟାକୁ 5 ଗୁଣ ଏବଂ ବ୍ୟାସାର୍ଦ୍ଧକୁ 2 ଗୁଣ କରାଯିବ ତେବେ ଚୁମ୍ବକୀୟ କ୍ଷେତ୍ରର ପରିମାଣ କେତେ ହେବ ?
A
10x
B
5x2
C
2x5
D
5x4
Text Solution
The correct Answer is:B
|
Updated on:21/07/2023
Similar Questions
x1,x2,x3,........x10 ଲବଧାଙ୍କଗୁଡିକର ମାଧ୍ୟମାନ M ହେଲେ sum_(i=1)^10 (x_1-M) କେତେ ହେବ ?
View Solution△ABC66m∠BAC=90^@overline(AD) bot BC ହେଲେ BD.CD କେତେ ହେବ ?
View Solutiontriangle ABC~triangle DEFItriangle ABCଓ triangle DEFରକ୍ଷେତ୍ରଫଳଯଥାକ୍ରମେ9ବର୍ଗସେ.ମି.ଓ16ବର୍ଗସେ:ମି.।ଯଦିBC=2.1ସେ.ମି.‘ହୁଏ,ତେବେEFକେତେସେ.ମି.ହେବ?
View Solutionଦତ୍ତ ଚିତ୍ରରେ O ବୃତ୍ତର କେନ୍ଦ୍ର | archAXB=80^@ଏବଂarch BYC=140^@ହେଲେm angle ABC=କେତେ ?
View Solutionଦତ୍ତ ଚିତ୍ରରେ 'm anglePBD = 30^@,m angle PAC = 65^@ହେଲେm angleBPC ପରିମାଣ କେତେ ?
View SolutionS1ଓS2ଦୁଇଟିଏକକେନ୍ଦ୍ରିକବୃତ୍ତ∣∣overline (PS), S_1 ବୃତ୍ତର ଏକ ଜ୍ୟା ଏବଂ S_2 ବୃତ୍ତର ଏକ ସ୍ପର୍ଶକ | PM =5ସେ. ମି ହେଲେ PS =କେତେ ସେ. ମି ହେବ ?
View Solutionx_2-5x+p=0´ ସମୀକରଣର ଗୋଟିଏ ମୂଳ 1 ହେଲେ, p ର ମାନ କେତେ ?
View Solution-3, x,9........ ଏକ A. P. ହେଲେ x ର ମୂଲ୍ୟ କେତେ ?
View Solution