Doubtnut Promotions Sticky

ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
ବସ୍ତୁର ଓଜନ କ’ଣ ?

Text Solution
Verified by Experts

The correct Answer is:ପୃଥିବୀ ଯେଉଁ ବଳ ପ୍ରୟୋଗ କରି ନିଜ ଆଡକୁ ଆକର୍ଷଣ କରେ, ତାହାକୁ ବସ୍ତୁର ଓଜନ କହନ୍ତି ।

|