ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର ।
△PQRସଂଲଗ୍ନକୋଣଦୁଇଟିରନାମକ’ଣ?ଏହି△ରକେଉଁବାହୁରସଂଲଗ୍ନକୋଣହେଉଛନ୍ତି∠Rଓ∠P ?
The correct Answer is:∠Pଓ∠R
overline (RP )ବାହୁର ସଂଲଗ୍ନ କୋଣ /_ R = /_ P
Similar Questions
△ABC ଓ △PQR ମଧ୍ୟ ରେ ∠B =∠Q | △ABCରAB=8ସେ.ମି.ଏବଂBC=12ସେ.ମି.∣∣ triangle PQRରPQ=12ସେ.ମିଏବଂQR=18ସେ.ମି.∣∣ triangle ABCରକ୍ଷେତ୍ରଫଳ48ବର୍ଗସେ.ମି.ହେଲେtriangle PQR ର କ୍ଷେତ୍ରଫଳ କେତେ ବର୍ଗ ସେ.ମି.?
View Solutiontriangle ABC~triangle DEFItriangle ABCଓ triangle DEFରକ୍ଷେତ୍ରଫଳଯଥାକ୍ରମେ9ବର୍ଗସେ.ମି.ଓ16ବର୍ଗସେ:ମି.।ଯଦିBC=2.1ସେ.ମି.‘ହୁଏ,ତେବେEFକେତେସେ.ମି.ହେବ?
View Solutionଦତ୍ତ ଚିତ୍ରରେ ବୃତ୍ତର କେନ୍ଦ୍ର O |¯¯¯AB ଏକ ଜ୍ୟା ଏବଂ ¯¯¯¯¯¯OP⊥AB∣∣overline(OP)ଓoverline(AB) ର ଛେଦ ବିନ୍ଦୁ O | AB = 16ସେ. ମି. ଓ OD=6ସେ. ମି. ହେଲେ, DP= କେତେ ସେ. ମି. ?
View SolutionABCD ବୃତ୍ତାନ୍ତଲିଖିତ ଚତୁର୍ଭୁଜର m∠A=70∘, m∠B=120∘ ହେଲେ 'm angle Cଓm angle D ର ଅନ୍ତର କେତେ ?
View Solution-3, x,9........ ଏକ A. P. ହେଲେ x ର ମୂଲ୍ୟ କେତେ ?
View Solution△ABCରେAB=5 ସେ. ମି, BC=7 ସେ. ମି, CA=9 ସେ. ମିtriangle PQR ~triangle ABCଓ triangle PQRରପରିସୀମା63ସେ.ମି∣∣overline (PQ)ର ଦୈର୍ଘ୍ୟ କେତେ ସେ. ମି ?
View Solution△ABCରକ୍ଷେତ୍ରଫଳ :△PQRରକ୍ଷେତ୍ରଫଳ=9:16 |△ABC ଓ△PQR ପରସ୍ପର ସଦୃଶ ଏକ BC=4.5ସେ. ମି ହେଲେ QR ର ଦୈର୍ଘ୍ୟ କେତେ ସେ ମି ?
View SolutionABCDଚତୁର୍ଭୁଜରoverline (AB), overline (BC),overline (CD)ଓoverline(DA)ବାହୁମାନଙ୍କର ମଧ୍ୟବିନ୍ଦୁ ଯଥାକ୍ରମେ P, Q, R, ଓ S | ତେବେ PQRS ଏକ କେଉଁ ପ୍ରକାର କ୍ଷେତ୍ର ?
View Solution