Doubtnut Promotions Sticky

ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
ଧନାତ୍ମକ କାର୍ଯ୍ୟ କହିଲେ କ’ଣ ବୁଝ ?

Text Solution
Verified by Experts

The correct Answer is:ପ୍ରଯୁକ୍ତ ବଳ ଦିଗରେ ବସ୍ତୁର ବିସ୍ଥାପନ ହେଲେ ଧନାତ୍ମକ କାର୍ଯ୍ୟ ହୁଏ ।

|