ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
ଏକ ସ୍ଥିର ବସ୍ତୁର ଅବସ୍ଥାନ ଜନିତ ସ୍ଥିତିଜ ଶକ୍ତି କେଉଁ ସବୁ କାରକ ଉପରେ ନିର୍ଭର କରେ ?
Text Solution
The correct Answer is:ଏକ ସ୍ଥିର ବସ୍ତୁର ଅବସ୍ଥାନ ଜନିତ ସ୍ଥିତିଜ ଶକ୍ତି ବସ୍ତୁର ବସ୍ତୁତ୍ୱ, ମାଧ୍ୟାକର୍ଷଣ ଜନିତ ତ୍ୱରଣ, ଭୂପୃଷ୍ଠର ବସ୍ତୁର ଉଚ୍ଚତା ଉପରେ ନିର୍ଭର କରେ ।
|
Similar Questions
ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର ।
△PQRସଂଲଗ୍ନକୋଣଦୁଇଟିରନାମକ’ଣ?ଏହି△ରକେଉଁବାହୁରସଂଲଗ୍ନକୋଣହେଉଛନ୍ତି∠Rଓ∠P ?
View SolutionS1ଓS2ଦୁଇଟିଏକକେନ୍ଦ୍ରିକବୃତ୍ତ∣∣overline (PS), S_1 ବୃତ୍ତର ଏକ ଜ୍ୟା ଏବଂ S_2 ବୃତ୍ତର ଏକ ସ୍ପର୍ଶକ | PM =5ସେ. ମି ହେଲେ PS =କେତେ ସେ. ମି ହେବ ?
View Solution-3, x,9........ ଏକ A. P. ହେଲେ x ର ମୂଲ୍ୟ କେତେ ?
View SolutionABCDଚତୁର୍ଭୁଜରoverline (AB), overline (BC),overline (CD)ଓoverline(DA)ବାହୁମାନଙ୍କର ମଧ୍ୟବିନ୍ଦୁ ଯଥାକ୍ରମେ P, Q, R, ଓ S | ତେବେ PQRS ଏକ କେଉଁ ପ୍ରକାର କ୍ଷେତ୍ର ?
View Solution△ABCରେangle ABC ରସମଦ୍ୱିଖଣ୍ଡକoverline (AC)କୁPବିନ୍ଦୁରେଛେଦକରେAB=12ସେ.ମିଓBC=9ସେ.ମିହେଲେ AP:AC କେତେ ?
View Solutionpb + CuCl_2 rarr PbCl + Cu - ଏହା କେଉଁ ପ୍ରକାରର ରାସାୟନିକ ପ୍ରତିକ୍ରିୟା ?
View Solution------------- ଏକକଟି ବିଦ୍ୟୁତ ଶକ୍ତି D14ବ୍ୟତୀତ ଅନ୍ୟ ଶକ୍ତି ସହ ସମ୍ପର୍କତ ?
View Solution