Doubtnut Promotions Sticky

ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
ଏକ ସ୍ଥିର ବସ୍ତୁର ଅବସ୍ଥାନ ଜନିତ ସ୍ଥିତିଜ ଶକ୍ତି କେଉଁ ସବୁ କାରକ ଉପରେ ନିର୍ଭର କରେ ?

Text Solution
Verified by Experts

The correct Answer is:ଏକ ସ୍ଥିର ବସ୍ତୁର ଅବସ୍ଥାନ ଜନିତ ସ୍ଥିତିଜ ଶକ୍ତି ବସ୍ତୁର ବସ୍ତୁତ୍ୱ, ମାଧ୍ୟାକର୍ଷଣ ଜନିତ ତ୍ୱରଣ, ଭୂପୃଷ୍ଠର ବସ୍ତୁର ଉଚ୍ଚତା ଉପରେ ନିର୍ଭର କରେ ।

|
Updated on:21/07/2023

Similar Questions