ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
ଏକ ଓ୍ୱାଟ୍ ପାଓ୍ୱାର କ’ଣ ?

Text Solution
Verified by Experts

The correct Answer is:ଯଦି ଏକ କାରକ ଏକ ସେକେଣ୍ଡରେ 1 ଜୁଲ୍ କାର୍ଯ୍ୟ ସମ୍ପାଦନ କରେ, ତେବେତାହାର ପାଓ୍ୱାରକୁ ଏକଓ୍ୱାଟ୍ ପାଓ୍ୱାର କହନ୍ତି ।

Doubtnut Promotions Banner
|