Doubtnut Promotions Sticky

ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
ତେଲ ସହ ଜଳ ମିଶିଲେ କେଉଁ ଉପକରଣ ଦ୍ୱାରା ସେମାନଙ୍କୁ ପୃଥକ୍ କରାଯାଏ ?

Text Solution
Verified by Experts

The correct Answer is:ତେଲ ସହ ଜଳର ମିଶ୍ରଣକୁ ପୃଥକକାରୀ ଫନେଲ ଦ୍ୱାରା ପରସ୍ପରଠାରୁ ଅଲଗା କରାଯାଏ ।

|
Updated on:21/07/2023