ବାମ ପାର୍ଶ୍ୱରେ ଥିବା ଶବ୍ଦଦ୍ୱୟର ସମ୍ପର୍କୁ ଲକ୍ଷ୍ୟ କରି ଦକ୍ଷିଣ ପାର୍ଶ୍ୱସ୍ଥ ଶୂନ୍ୟସ୍ଥାନ ପୂରଣ କର ।
କାଣ୍ଡଚେରର ଦୈର୍ଘ୍ୟ ବୃଦ୍ଧି : ଅଗ୍ରସ୍ଥ ମେରିଷ୍ଟେମ୍ :: କାଣ୍ଡଚେରର ପରିଧି ବୃଦ୍ଧି : ___________ ।

Text Solution
Verified by Experts

The correct Answer is:ପାର୍ଶ୍ୱସ୍ଥ ମେରିଷ୍ଟେମ୍

Doubtnut Promotions Banner
|