ଦତ୍ତ ଚିତ୍ରରେ XY, XZ ଓ overline(AB) ଦୂରକୁ ଯଥାକ୍ରମେ Y, Z ଓ C ବିନ୍ଦୁରେ ସ୍ପର୍ଶ କରୁଅଛି । ଯଦି AY = 7 ସେ.ମି., BZ = 8 ସେ.ମି. ହୁଏ, ତେବେ AB ର ଦୈର୍ଘ୍ୟ କେତେ ସେ.ମି. ?
10
12
15
18
The correct Answer is:C
Similar Questions
POR ସମକୋଣୀ ତ୍ରିଭୁଜରେm∠Q=90^@ଓoverline(QS) |\| overline(PR) , PS = 8 ସେ.ମି. ଓ SR = 2 ସେ.ମି. ହେଲେ PQର ଦୈର୍ଘ୍ୟ କେତେ ସେ.ମି.?
View Solutionଦତ୍ତ ଚିତ୍ରରେ ବୃତ୍ତର କେନ୍ଦ୍ର O |¯¯¯AB ଏକ ଜ୍ୟା ଏବଂ ¯¯¯¯¯¯OP⊥AB∣∣overline(OP)ଓoverline(AB) ର ଛେଦ ବିନ୍ଦୁ O | AB = 16ସେ. ମି. ଓ OD=6ସେ. ମି. ହେଲେ, DP= କେତେ ସେ. ମି. ?
View SolutionABCD ବୃତ୍ତାନ୍ତଲିଖିତ ଚତୁର୍ଭୁଜର m∠A=70∘, m∠B=120∘ ହେଲେ 'm angle Cଓm angle D ର ଅନ୍ତର କେତେ ?
View Solution△ABCରେAB=5 ସେ. ମି, BC=7 ସେ. ମି, CA=9 ସେ. ମିtriangle PQR ~triangle ABCଓ triangle PQRରପରିସୀମା63ସେ.ମି∣∣overline (PQ)ର ଦୈର୍ଘ୍ୟ କେତେ ସେ. ମି ?
View SolutionABCDଚତୁର୍ଭୁଜରoverline (AB), overline (BC),overline (CD)ଓoverline(DA)ବାହୁମାନଙ୍କର ମଧ୍ୟବିନ୍ଦୁ ଯଥାକ୍ରମେ P, Q, R, ଓ S | ତେବେ PQRS ଏକ କେଉଁ ପ୍ରକାର କ୍ଷେତ୍ର ?
View Solution△ABCରେangle ABC ରସମଦ୍ୱିଖଣ୍ଡକoverline (AC)କୁPବିନ୍ଦୁରେଛେଦକରେAB=12ସେ.ମିଓBC=9ସେ.ମିହେଲେ AP:AC କେତେ ?
View Solution2x^(2)+kx+3=0ସମୀକରଣର ଦୁଇଟି ମୂଳ ବାସ୍ତବ ଓ ସମାନ ହେଲେ k ର ମାନ କେତେ ?
View Solution10 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ବୃତ୍ତ' ପ୍ରତି ବହିଃସୁ P ବିନ୍ଦୁରୁ ଦୂରପ୍ରତି ଅଙ୍କିତ ସ୍ପର୍ଶକ ଖଣ୍ଡଦ୍ଵୟ ¯¯¯¯¯¯PAଓoverline(PB) | m angle APB =90°ହେଲେ APର ଦୈର୍ଘ୍ୟ କେତେ ସେ.ମି. ?
View Solution