Doubtnut Promotions Sticky

ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
ବୁଡାଜାହାଜ ନିର୍ମାଣ ଶୈଳୀରେ କେଉଁ ନିୟମର ପ୍ରୟୋଗ ହୋଇଥିଲା ?

Text Solution
Verified by Experts

The correct Answer is:ବୁଡାଜାହାଜ ନିର୍ମାଣ ଶୈଳୀରେ ଆର୍କିମେଡିସଙ୍କ ନିୟମ ପ୍ରୟୋଗ ହୋଇଥିଲା ।

|
Updated on:21/07/2023