ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
କେଉଁ ଭାରତୀୟ ଦାର୍ଶନିକ କହିଥିଲେ ଯେ, କଣିକାଗୁଡିକ ସମ୍ମିଳିତଭାବେ ରହିଲେ ଅନେକ ପ୍ରକାର ପଦାର୍ଥ ଗଠନ କରିବେ ?

Text Solution
Verified by Experts

The correct Answer is:ଭାରତୀୟ ଦାର୍ଶନିକ କାତ୍ୟାୟନ କହିଥିଲେ ଯେ, ‘କଣିକାଗୁଡିକ ସମ୍ମିଳିତ ଭାବେ ରହିଲେ ଅନେକ ପ୍ରକାର ପଦାର୍ଥ ଗଠନ କରିବେ ।’

Updated on:21/07/2023
Doubtnut Promotions Banner
|