ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଦିଅ ।
ନବୀକରଣ ଯୋଗ୍ୟ ପ୍ରାକୃତିକ ସମ୍ପଦ କ’ଣ ?

Text Solution
Verified by Experts

The correct Answer is:ଯେଉଁ ପ୍ରାକୃତିକ ସମ୍ପଦ ବାରମ୍ବାର ବ୍ୟବହାର ସତ୍ତ୍ୱେ ସମ୍ପୂର୍ଣ୍ଣ କ୍ଷୟ ବା, ଶେଷ ହୁଏ ନାହିଁ ଏବଂ ବିଭିନ୍ନ ଉପାୟ ଦ୍ୱାରା ସେଗୁଡିକର ପୁନଃଭରଣ ହୋଇଥାଏ ତାହାକୁ ନବୀକରଣ ଯୋଗ୍ୟ ସମ୍ପଦ କୁହାଯାଏ ।

Doubtnut Promotions Banner
|