Doubtnut Promotions Sticky

ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଦିଅ ।
ସ୍ନାୟୁକୋଷର ତିନିଟି ଅଂଶ କ’ଣ ?

Text Solution
Verified by Experts

The correct Answer is:ସ୍ନାୟୁକୋଷର ତିନିଟି ଅଂଶ ହେଲା - କୋଷପିଣ୍ଡ, ଡେନଡ୍ରନ୍ ଓ ଆକସନ୍ ।

|
Updated on:21/07/2023