ରେଖାଙ୍କିତ ପଦକୁ ନ ବଦଳାଇ ଭ୍ରମ ସଂଶୋଧନ କର ।
ପରମାଣୁ ମଧ୍ୟରେ ସବୁଠାରୁ ହାଲୁକାକଣିକା––––––––––––––––––––––––––––– ପ୍ରୋଟନ୍ ଅଟେ ।
The correct Answer is:ପରମାଣୁ ମଧ୍ୟରେ ସବୁଠାରୁ ହାଲୁକା କଣିକା ଇଲେକ୍ଟ୍ରନ ଅଟେ ।
Similar Questions
ରେଖାଙ୍କିତ ପଦକୁ ନ ବଦଳାଇ ଭ୍ରମ ସଂଶୋଧନ କର ।
ପରମାଣୁଗୁଡିକ ବସ୍ତୁତ୍ୱସଂଖ୍ୟାସମାନଥାଇପରମାଣୁକ୍ରମାଙ୍କ––––––––––––––––––––––––––––––––––––––––––––––––––––– ଭିନ୍ନ ହେଲେ ସେମାନଙ୍କୁ ଆଇସୋଟୋପ କୁହାଯାଏ ।
View Solutionବସ୍ତୁନିଷ୍ଠ ପ୍ରଶ୍ନୋତ୍ତର ।
/_\ ABC ଓ /_\ XYZ ମଧ୍ୟରେ overline (AB) ~= overline (XY) ଏବଂ /_ A ~= /_ X । ସେ ତ୍ରିଭୁଜ ଦ୍ୱୟର ଅନ୍ୟ କେଉଁ ଅଙ୍ଗ ସର୍ବସମ ହେଲେ ତ୍ରିଭୁଜ ଦ୍ୱୟ ବା-କୋ-ବା ସର୍ତ୍ତ ଅନୁସାରେ ସର୍ବସମ ହେବେ ।
View Solutionବସ୍ତୁନିଷ୍ଠ ପ୍ରଶ୍ନୋତ୍ତର ।
△LMNଓ△XYZମଧ୍ୟରେ∠L≅∠X,¯¯¯¯¯¯¯LM≅¯¯¯¯¯¯XY । ଉପରୋକ୍ତ ତ୍ରିଭୁଜ ଦ୍ୱୟ ମଧ୍ୟରେ ଅନ୍ୟ କେଉଁ ଅଙ୍ଗ ସର୍ବସମ ହେଲେ ତ୍ରିଭୁଜ ଦ୍ୱୟ ବା-କୋ-ବା ସର୍ତ୍ତରେ ସର୍ବସମ ହେବେ ।
View Solutionଦୁଇଟି ଅନ୍ତଃସ୍ପର୍ଶୀ ବୃତ୍ତର ବ୍ୟାସାର୍ଦ୍ଧr1 ସେ.ମି. ଓr2ସେ.ମି. (r_1 gt r_2) ହେଲେ ସେମାନଙ୍କୁ କେନ୍ଦ୍ର ଦ୍ବୟ ମଧ୍ୟରେ ଦୂରତା କେତେ ?
View Solution(cos38∘+sin120^@ ) / (2sin52^@+sqrt3) ର ମାନ ନିର୍ଣ୍ଣୟ କର |
View Solution----------- ର ପରମାଣୁ କ୍ରମାଙ୍କ 10 !
View SolutionDetermine the oxidation number of the underlined elements in the following
Si–––H4,B––H3,S2–––O2−3,HP––O2−4,Fe–––O4,K––2O
View Solution