Doubtnut Promotions Sticky

ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
ଅକ୍ଟେନିୟମ କ’ଣ ?

Text Solution
Verified by Experts

The correct Answer is:ପରମାଣୁର ବାହ୍ୟ କକ୍ଷରେ 8 ଟି ଇଲେକ୍ଟ୍ରନରୁ ଅଧିକ ରହିପାରିବ ନାହିଁ, ଏହାକୁ ଅକ୍ଟେନିୟମ କୁହାଯାଏ ।

|