ବେଙ୍ଗ ପରି କେତେକ ଉଭୟଚର ପ୍ରାଣୀ ଶୀତଦିନେ ମାତିତଳେ ନିଷ୍କ୍ରିୟ ହୋଇ ପଡିରହନ୍ତି । ଏହି ସମୟରେ ସେମାନେ ଚର୍ମଦ୍ୱାରା ଶ୍ଵାସକ୍ରିୟା କରନ୍ତି । ଏହାକୁ କ'ଣ କୁହାଯାଏ ?

A

ବିସରଣ

B

କିଣ୍ୱନ

C

ଶୀତସୁପ୍ତି

D

ଉସ୍ବେଦନ

Text Solution
Verified by Experts

The correct Answer is:C

Updated on:21/07/2023
Doubtnut Promotions Banner
|