Doubtnut Promotions Sticky

AB ରକ୍ତବର୍ଗର ବ୍ୟକ୍ତି କେଁଉ ବର୍ଗରୁ ରକ୍ତ ନେଇପାରିବେ ଓ କେଁଉ ରକ୍ତବର୍ଗକୁ ରକ୍ତ ଦେଇପାରିବେ ?

A

AB ବର୍ଗକୁ ରକ୍ତ ଦେଇପାରିବେ ମାତ୍ର ସମସ୍ତଙ୍କଠାରୁ ରକ୍ତ ନେଇପାରିବେ

B

O ବର୍ଗରୁ ନେଇପାରିବେ ଓ ସମସ୍ତଙ୍କ ଦେଇପାରିବେ

C

A ବର୍ଗରୁ ନେଇପାରିବେ ଓ B ବର୍ଗକୁ ଦେଇପାରିବେ

D

AB ବର୍ଗରୁ ନେଇପାରିବେ ଓ ସମସ୍ତଙ୍କୁ ଦେଇପାରିବେ

Text Solution
Verified by Experts

The correct Answer is:A

|