ମୃତ୍ତିକାରେ ଥିବା ଆୟନ ଓ ମୂଳଲୋମରେ ଥିବା କୋଷର ଆୟନ ମଧ୍ୟରେ ସମତା ଆଣିବା ପାଇଁ ____ଦ୍ୱାରା ଆୟନ ମୃତିକା ରୁ ମୂଳଲୋମର କୋଷ ମଧ୍ୟକୁ ପ୍ରବେଶ କରିଥାଏ |
A
ସଂସ୍ଲେଷଣ
B
ସଂବତନ
C
ସକ୍ରିୟ ଶୋଷଣ
D
ଉସ୍ବେଦନ
Text Solution
The correct Answer is:C
|
Similar Questions
ନିମ୍ନ ପ୍ରଶ୍ନଗୁଡିକର ଉତ୍ତର ଦିଅ ।
−5ରୁ−4 ବିୟୋଗ କର ।
View Solutionନିମ୍ନ ପ୍ରଶ୍ନଗୁଡିକର ଉତ୍ତର ଦିଅ ।
−3ରୁ−4 ବିୟୋଗ କରିବା ଯାହା −3 ସହ କେତେ ଯୋଗ କରିବା ତାହା ?
View Solutionବସ୍ତୁନିଷ୍ଠ ପ୍ରଶ୍ନୋତ୍ତର ।
−3ଓ5 ମଧ୍ୟରେ ଥିବା ପୂର୍ଣ୍ଣସଂଖ୍ୟାଗୁଡିକ ଲେଖ ।
View Solutionବସ୍ତୁନିଷ୍ଠ ପ୍ରଶ୍ନୋତ୍ତର ।
△ABCଓ△XYZମଧ୍ୟରେ¯¯¯¯¯¯AB≅¯¯¯¯¯¯XYଏବଂ∠A≅∠X । ସେ ତ୍ରିଭୁଜ ଦ୍ୱୟର ଅନ୍ୟ କେଉଁ ଅଙ୍ଗ ସର୍ବସମ ହେଲେ ତ୍ରିଭୁଜ ଦ୍ୱୟ ବା-କୋ-ବା ସର୍ତ୍ତ ଅନୁସାରେ ସର୍ବସମ ହେବେ ।
View Solutionବସ୍ତୁନିଷ୍ଠ ପ୍ରଶ୍ନୋତ୍ତର ।
△LMNଓ△XYZମଧ୍ୟରେ∠L≅∠X,¯¯¯¯¯¯¯LM≅¯¯¯¯¯¯XY । ଉପରୋକ୍ତ ତ୍ରିଭୁଜ ଦ୍ୱୟ ମଧ୍ୟରେ ଅନ୍ୟ କେଉଁ ଅଙ୍ଗ ସର୍ବସମ ହେଲେ ତ୍ରିଭୁଜ ଦ୍ୱୟ ବା-କୋ-ବା ସର୍ତ୍ତରେ ସର୍ବସମ ହେବେ ।
View Solution(a+b)2ଓ(a−b)2 ର ମାଧ୍ୟମାନ କେତେ ?
View Solution{x∣x∈Aଓx∈B}=____
View Solution{x∣x∈Eଓx∉B}=____
View Solution