Doubtnut Promotions Sticky

ସୋଡିୟମ ସଲଫେଟ ଦ୍ରବଣରେ ବେରୀୟମ କ୍ଲୋରାଇଡ ଦ୍ରବଣ ସମ ପରିମାଣରେ ନେଇ ରସାୟନକ ପ୍ରତିକ୍ରିୟା କରାଇଲେ ସୋଡିୟମ କ୍ଲୋରାଇଡ ଦ୍ରବଣ ସହ __ଉତ୍ପନ୍ନ ହୁଏ |

A

ବ୍ୟାରିୟମ ସଲଫେଟର ଅବକ୍ଷେପ

B

ବ୍ୟାରିୟମ ଆକସାଇଡ

C

ବ୍ୟାରିୟମ ସଲଫାଇଟ

D

ବ୍ୟାରିଅମ ଥାଇଓ ସଲଫେଟ

Text Solution
Verified by Experts

The correct Answer is:A

|