Doubtnut Promotions Sticky

କାଟିନେସନ୍ କହିଲେ କ’ଣ ବୁଝ ?

A

କାର୍ବନ ଭିନ୍ନ ଭିନ୍ନ ରୂପେ ମିଳିବାକୁ

B

କାର୍ବନ ପରମାଣୁ ଅନ୍ୟ କାର୍ବନ ପରମାଣୁ ସହ ବନ୍ଧ ଗଠନ କରି ବୃହତ ଅଣୁ ଗଠନ କରିବାର ସମର୍ଥ୍ୟକୁ

C

କାର୍ବନର ଚତୁଃ ସଂଯୋଜ୍ୟତା କୁ

D

କାର୍ବନ ଜୌଗିକାର ବହୁଳତାକୁ

Text Solution
Verified by Experts

The correct Answer is:B

|