△ABC ~ △POR∣triangle ABCରପରିସୀମା60ସେ.ମି.ଓକ୍ଷେତ୍ରଫଳ81ବର୍ଗସେ.ମି.।triangle POR ର ପରିସୀମା 80 ସେ.ମି. ହେଲେ ଏହାର କ୍ଷେତ୍ରଫଳ କେତେ ବର୍ଗସେ.ମି. ?
143
144
145
146
The correct Answer is:B
Similar Questions
△ABC~△DEF | △ABCଓ △DEFର କ୍ଷେତ୍ରଫଳ ଯଥାକ୍ରମେ 81ବର୍ଗ ସେ. ମି ଓ 36 ବର୍ଗ ସେ. ମି | △ABC ରେ ∠ABCରସମଦ୍ୱିଖଣ୍ଡକର ଦୈର୍ଘ୍ୟ 9 ସେ. ମି ହେଲେ △DEF ରେ ∠DEF ର ସମଦ୍ୱିଖଣ୍ଡକର ଦୈର୍ଘ୍ୟ ସେ. ମି ଏକକରେ କେତେ ?
View Solution△ABCରେAB=5 ସେ. ମି, BC=7 ସେ. ମି, CA=9 ସେ. ମିtriangle PQR ~triangle ABCଓ triangle PQRରପରିସୀମା63ସେ.ମି∣∣overline (PQ)ର ଦୈର୍ଘ୍ୟ କେତେ ସେ. ମି ?
View Solution△ABCରକ୍ଷେତ୍ରଫଳ :△PQRରକ୍ଷେତ୍ରଫଳ=9:16 |△ABC ଓ△PQR ପରସ୍ପର ସଦୃଶ ଏକ BC=4.5ସେ. ମି ହେଲେ QR ର ଦୈର୍ଘ୍ୟ କେତେ ସେ ମି ?
View Solution△ABCରେangle ABC ରସମଦ୍ୱିଖଣ୍ଡକoverline (AC)କୁPବିନ୍ଦୁରେଛେଦକରେAB=12ସେ.ମିଓBC=9ସେ.ମିହେଲେ AP:AC କେତେ ?
View Solution2x^(2)+kx+3=0ସମୀକରଣର ଦୁଇଟି ମୂଳ ବାସ୍ତବ ଓ ସମାନ ହେଲେ k ର ମାନ କେତେ ?
View Solution△ABCରAB=5ସେ.ମି., BC = 7 ସେ.ମି. ଓ CA = 9 ସେ.ମି. | △PQR~△ABCଏବଂ △PQR ର ପରିସୀମା 63 ସେ.ମି. ହେଲେ QR ର ଦୈର୍ଘ୍ୟ, କେତେ ସେ.ମି. ?
View Solution10 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ବୃତ୍ତ' ପ୍ରତି ବହିଃସୁ P ବିନ୍ଦୁରୁ ଦୂରପ୍ରତି ଅଙ୍କିତ ସ୍ପର୍ଶକ ଖଣ୍ଡଦ୍ଵୟ ¯¯¯¯¯¯PAଓoverline(PB) | m angle APB =90°ହେଲେ APର ଦୈର୍ଘ୍ୟ କେତେ ସେ.ମି. ?
View Solutionଦତ୍ତ ଚିତ୍ରରେ XY, XZ ଓ overline(AB) ଦୂରକୁ ଯଥାକ୍ରମେ Y, Z ଓ C ବିନ୍ଦୁରେ ସ୍ପର୍ଶ କରୁଅଛି । ଯଦି AY = 7 ସେ.ମି., BZ = 8 ସେ.ମି. ହୁଏ, ତେବେ AB ର ଦୈର୍ଘ୍ୟ କେତେ ସେ.ମି. ?
View Solution