ଗୋଟିଏ ବତୀଖୁଣ୍ଟର ଉଚ୍ଚତା ଯେତେ ମିଟର, ଏକ ସମତଳରେ ଏହାର ପାଦଦେଶଠାରୁ ସେତିକି ଦୂରତାରେ ଅବସ୍ଥିତ ଏକ ବିନ୍ଦୁରେ ବତୀଖୁଣ୍ଟର ଅଗ୍ରଭାଗର କୌଣିକ ଉନ୍ନତି କେତେ ?
A
45∘
B
60∘
C
30∘
D
75∘
Text Solution
The correct Answer is:A
|
Similar Questions
x_2-5x+p=0´ ସମୀକରଣର ଗୋଟିଏ ମୂଳ 1 ହେଲେ, p ର ମାନ କେତେ ?
View Solution-3,-1,1,3,5,........... ଅନୁକ୍ରମର t_9 କେତେ ?
View Solution-3, x,9........ ଏକ A. P. ହେଲେ x ର ମୂଲ୍ୟ କେତେ ?
View Solution−5,−3,−1,1.........ଅନୁକ୍ରମର t_10 କେତେ ?
View SolutionABCDଚତୁର୍ଭୁଜରoverline (AB), overline (BC),overline (CD)ଓoverline(DA)ବାହୁମାନଙ୍କର ମଧ୍ୟବିନ୍ଦୁ ଯଥାକ୍ରମେ P, Q, R, ଓ S | ତେବେ PQRS ଏକ କେଉଁ ପ୍ରକାର କ୍ଷେତ୍ର ?
View Solution△ABCରେangle ABC ରସମଦ୍ୱିଖଣ୍ଡକoverline (AC)କୁPବିନ୍ଦୁରେଛେଦକରେAB=12ସେ.ମିଓBC=9ସେ.ମିହେଲେ AP:AC କେତେ ?
View Solution−4,−2,0,2,...........ଅନୁକ୍ରମରt_11କେତେ ?
View Solutionsin15∘ + cos 105^@ ର ମୂଲ୍ୟ କେତେ ?
View Solution