Doubtnut Promotions Sticky

10.ସେ.ମି. ଫୋକସ ଦୂରତା ବିଶିଷ୍ଟ ଏକ ଅବତଳ ଦର୍ପଣରେ ବସ୍ତୁଟି ଦର୍ପଣଠାରୁ 5 ସେ.ମି. ଦୂରରେ ରଖୁଲେ କେଉଁଟି ଠିକ୍ ?

A

(A) ପ୍ରତିବିମ୍ବ ଦର୍ପଣ ସମ୍ମୁଖରେ ରହିବ ଓ ପରିବର୍ଦ୍ଧିତ ଆଭାସୀ ଓ ସଳଖ ହେବ ।

B

(B) ପ୍ରତିବିମ୍ବ ଅନନ୍ତ ଦୂରତାରେ ରହିବ ଆଭାସୀ, ସଳଖ ଓ ପରିବର୍ଦ୍ଧିତ ହେବ ।

C

(C) ପ୍ରତିବିମ୍ବଟି ଦର୍ପଣ ପଛରେ ରହିବ ଏବଂ କ୍ଷୁଦ୍ର, ବାସ୍ତବ ଓଲଟା ହେବ ।

D

(D) ପ୍ରତିବିମ୍ବ, ଦର୍ପଣ ପଛରେ ରହିବ ଏବଂ ପରିବର୍ଦ୍ଧିତ ଆଭାସୀ ସଳଖ ହେବ ।

Text Solution
Verified by Experts

The correct Answer is:D

|
Updated on:21/07/2023

Similar Questions