Doubtnut Promotions Sticky

ଗୋଟିଏ ଅବତଳ ଦର୍ପଣର ଫୋକସ ଦୂରତା 15ସେ. ମି. । ଏହାଠାରୁ ନିମ୍ନୋକ୍ତ କେଉଁ ଦୂରତାରେ ବସ୍ତୁଟିଏ ରଖିଲେ ବସ୍ତୁର ସଳଖ ଓ ପରିବର୍ଦ୍ଧିତ ପ୍ରତିବିମ୍ବ ପାଇପାରିବା ?

A

15cm

B

12cm

C

30cm

D

40cm

Text Solution
Verified by Experts

The correct Answer is:B

|