ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
ଗୋଟିଏ ବସ୍ତୁର ସମୟ- ବେଗ ଗ୍ରାଫ୍ ଏକ ସରଳରେଖା ଏବଂ ସମୟ ଅକ୍ଷ ସହ ସମାନ୍ତର । ବସ୍ତୁର ଗତି ବିଷୟରେ ତୁମେ କ’ଣ କହିପାରିବ ?
The correct Answer is:ବସ୍ତୁର ସମୟ- ବେଗ ଗ୍ରାଫ୍ ଏକ ସରଳରେଖା ଏବଂ ସମୟ ଅକ୍ଷ ସହ ସମାନ୍ତର ଅର୍ଥ ସମୟ ପରିବର୍ତ୍ତନରେ ବସ୍ତୁର ବେଗ ସମାନ, ତେଣୁ ବସ୍ତୁଟି ସମଗତିରେ ଗତିଶୀଳ ।
Similar Questions
ନିମ୍ନ ପ୍ରଶ୍ନଗୁଡିକର ଉତ୍ତର ଦିଅ ।
+8ସହ−3 ଯୋଗ କରିବା ଯାହା, +8 ରୁ କେଉଁ ସଂଖ୍ୟା ବିୟୋଗ କରିବା ତାହା ?
View Solutionବସ୍ତୁନିଷ୍ଠ ପ୍ରଶ୍ନୋତ୍ତର ।
/_\ ABC ଓ /_\ XYZ ମଧ୍ୟରେ overline (AB) ~= overline (XY) ଏବଂ /_ A ~= /_ X । ସେ ତ୍ରିଭୁଜ ଦ୍ୱୟର ଅନ୍ୟ କେଉଁ ଅଙ୍ଗ ସର୍ବସମ ହେଲେ ତ୍ରିଭୁଜ ଦ୍ୱୟ ବା-କୋ-ବା ସର୍ତ୍ତ ଅନୁସାରେ ସର୍ବସମ ହେବେ ।
View Solutionବସ୍ତୁନିଷ୍ଠ ପ୍ରଶ୍ନୋତ୍ତର ।
/_\ PQR ସଂଲଗ୍ନ କୋଣ ଦୁଇଟିର ନାମ କ’ଣ ? ଏହି /_\ ର କେଉଁ ବାହୁର ସଂଲଗ୍ନ କୋଣ ହେଉଛନ୍ତି /_ R ଓ /_ P ?
View Solution1x+1y=10ଏବଂ2x−1y=5 ହେଲେ x ର ମୂଲ୍ୟ କେତେ?
View Solution△ABC ଓ △PQR ମଧ୍ୟ ରେ ∠B =∠Q | △ABCରAB=8ସେ.ମି.ଏବଂBC=12ସେ.ମି.∣∣ triangle PQRରPQ=12ସେ.ମିଏବଂQR=18ସେ.ମି.∣∣ triangle ABCରକ୍ଷେତ୍ରଫଳ48ବର୍ଗସେ.ମି.ହେଲେtriangle PQR ର କ୍ଷେତ୍ରଫଳ କେତେ ବର୍ଗ ସେ.ମି.?
View Solutionଦତ୍ତ ଚିତ୍ରରେ O ବୃତ୍ତର କେନ୍ଦ୍ର | archAXB=80^@ଏବଂarch BYC=140^@ହେଲେm angle ABC=କେତେ ?
View SolutionS1ଓS2ଦୁଇଟିଏକକେନ୍ଦ୍ରିକବୃତ୍ତ∣∣overline (PS), S_1 ବୃତ୍ତର ଏକ ଜ୍ୟା ଏବଂ S_2 ବୃତ୍ତର ଏକ ସ୍ପର୍ଶକ | PM =5ସେ. ମି ହେଲେ PS =କେତେ ସେ. ମି ହେବ ?
View Solution-3, x,9........ ଏକ A. P. ହେଲେ x ର ମୂଲ୍ୟ କେତେ ?
View Solution