Doubtnut Promotions Sticky

ନିମ୍ନ ଚଳଯୋଡିଙ୍କ ମଧ୍ୟରୁ କେଉଁ ଚଳଯୋଡି ମଧ୍ୟରେ ସଳଖ ଚଳନ ଓ କେଉଁ ଚଳଯୋଡି ମଧ୍ୟରେ ପ୍ରତିଲୋମୀ ଚଳନ ସମ୍ପର୍କ ରହିଛି ତାହା ଚିହ୍ନାଅ ।
ଗୋଟିଏ ପ୍ୟାକେଟରେ ଥିବା ଡାଲିର ପରିମାଣ ଓ ସେହି ପ୍ୟାକେଟର ଦାମ୍ ।

Text Solution
Verified by Experts

The correct Answer is:ଚଳନ ସମ୍ପର୍କ ପ୍ରତିଲୋମୀ ହେବ ।

|