(0,0) ଓ (4,3)ବିନ୍ଦୁଦ୍ବୟ ମଧ୍ୟରେ ଦୂରତା କେତେ ଏକକ ?
3
4
5
6
The correct Answer is:C
Similar Questions
△ABC ~ △POR∣triangle ABCରପରିସୀମା60ସେ.ମି.ଓକ୍ଷେତ୍ରଫଳ81ବର୍ଗସେ.ମି.।triangle POR ର ପରିସୀମା 80 ସେ.ମି. ହେଲେ ଏହାର କ୍ଷେତ୍ରଫଳ କେତେ ବର୍ଗସେ.ମି. ?
View Solutiontriangle ABC~triangle DEFItriangle ABCଓ triangle DEFରକ୍ଷେତ୍ରଫଳଯଥାକ୍ରମେ9ବର୍ଗସେ.ମି.ଓ16ବର୍ଗସେ:ମି.।ଯଦିBC=2.1ସେ.ମି.‘ହୁଏ,ତେବେEFକେତେସେ.ମି.ହେବ?
View SolutionPOR ସମକୋଣୀ ତ୍ରିଭୁଜରେm∠Q=90^@ଓoverline(QS) |\| overline(PR) , PS = 8 ସେ.ମି. ଓ SR = 2 ସେ.ମି. ହେଲେ PQର ଦୈର୍ଘ୍ୟ କେତେ ସେ.ମି.?
View Solutionଦତ୍ତ ଚିତ୍ରରେ ବୃତ୍ତର କେନ୍ଦ୍ର O |¯¯¯AB ଏକ ଜ୍ୟା ଏବଂ ¯¯¯¯¯¯OP⊥AB∣∣overline(OP)ଓoverline(AB) ର ଛେଦ ବିନ୍ଦୁ O | AB = 16ସେ. ମି. ଓ OD=6ସେ. ମି. ହେଲେ, DP= କେତେ ସେ. ମି. ?
View SolutionABCD ବୃତ୍ତାନ୍ତଲିଖିତ ଚତୁର୍ଭୁଜର m∠A=70∘, m∠B=120∘ ହେଲେ 'm angle Cଓm angle D ର ଅନ୍ତର କେତେ ?
View Solution△ABCରେangle ABC ରସମଦ୍ୱିଖଣ୍ଡକoverline (AC)କୁPବିନ୍ଦୁରେଛେଦକରେAB=12ସେ.ମିଓBC=9ସେ.ମିହେଲେ AP:AC କେତେ ?
View Solution2x^(2)+kx+3=0ସମୀକରଣର ଦୁଇଟି ମୂଳ ବାସ୍ତବ ଓ ସମାନ ହେଲେ k ର ମାନ କେତେ ?
View Solutionଦୁଇଟି ଅନ୍ତଃସ୍ପର୍ଶୀ ବୃତ୍ତର ବ୍ୟାସାର୍ଦ୍ଧr1 ସେ.ମି. ଓr2ସେ.ମି. (r_1 gt r_2) ହେଲେ ସେମାନଙ୍କୁ କେନ୍ଦ୍ର ଦ୍ବୟ ମଧ୍ୟରେ ଦୂରତା କେତେ ?
View Solution