△ABC ~△DEF, BC = 4 ସେ.ମି., ¯¯¯¯¯¯EF = 5 ସେ.ମି. ଏବଂ△ABC ର କ୍ଷେତ୍ରଫଳ 80 ବର୍ଗ ସେ.ମି. ହେଲେ △DEFର କ୍ଷେତ୍ରଫଳ କେତେ ବର୍ଗ ସେ.ମି. ?
110
220
330
125
The correct Answer is:D
Similar Questions
△ABC ଓ △PQR ମଧ୍ୟ ରେ ∠B =∠Q | △ABCରAB=8ସେ.ମି.ଏବଂBC=12ସେ.ମି.∣∣ triangle PQRରPQ=12ସେ.ମିଏବଂQR=18ସେ.ମି.∣∣ triangle ABCରକ୍ଷେତ୍ରଫଳ48ବର୍ଗସେ.ମି.ହେଲେtriangle PQR ର କ୍ଷେତ୍ରଫଳ କେତେ ବର୍ଗ ସେ.ମି.?
View Solutiontriangle ABC~triangle DEFItriangle ABCଓ triangle DEFରକ୍ଷେତ୍ରଫଳଯଥାକ୍ରମେ9ବର୍ଗସେ.ମି.ଓ16ବର୍ଗସେ:ମି.।ଯଦିBC=2.1ସେ.ମି.‘ହୁଏ,ତେବେEFକେତେସେ.ମି.ହେବ?
View SolutionPOR ସମକୋଣୀ ତ୍ରିଭୁଜରେm∠Q=90^@ଓoverline(QS) |\| overline(PR) , PS = 8 ସେ.ମି. ଓ SR = 2 ସେ.ମି. ହେଲେ PQର ଦୈର୍ଘ୍ୟ କେତେ ସେ.ମି.?
View Solution△ABC~△DEF | △ABCଓ △DEFର କ୍ଷେତ୍ରଫଳ ଯଥାକ୍ରମେ 81ବର୍ଗ ସେ. ମି ଓ 36 ବର୍ଗ ସେ. ମି | △ABC ରେ ∠ABCରସମଦ୍ୱିଖଣ୍ଡକର ଦୈର୍ଘ୍ୟ 9 ସେ. ମି ହେଲେ △DEF ରେ ∠DEF ର ସମଦ୍ୱିଖଣ୍ଡକର ଦୈର୍ଘ୍ୟ ସେ. ମି ଏକକରେ କେତେ ?
View Solution△ABCରକ୍ଷେତ୍ରଫଳ :△PQRରକ୍ଷେତ୍ରଫଳ=9:16 |△ABC ଓ△PQR ପରସ୍ପର ସଦୃଶ ଏକ BC=4.5ସେ. ମି ହେଲେ QR ର ଦୈର୍ଘ୍ୟ କେତେ ସେ ମି ?
View Solutionଦତ୍ତ ଚିତ୍ରରେ XY, XZ ଓ overline(AB) ଦୂରକୁ ଯଥାକ୍ରମେ Y, Z ଓ C ବିନ୍ଦୁରେ ସ୍ପର୍ଶ କରୁଅଛି । ଯଦି AY = 7 ସେ.ମି., BZ = 8 ସେ.ମି. ହୁଏ, ତେବେ AB ର ଦୈର୍ଘ୍ୟ କେତେ ସେ.ମି. ?
View Solution8 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ବୃତ୍ତପ୍ରତି ବହିଃସ୍ଥ P ବିନ୍ଦୁରୁ ବୃତ୍ତପ୍ରତି ଅଙ୍କିତ ସ୍ପର୍ଶକ ଖଣ୍ଡଦ୍ବୟ ¯¯¯¯¯¯PC ଏବଂ ¯¯¯¯¯¯PD m angle CPD = 60^@ ହେଲେ PC ର ଦୈର୍ଘ୍ୟ କେତେ ସେ.ମି. ?
View Solution