ଦୁଇଟି ଏକକେନ୍ଦ୍ରିକ ବୃତ୍ତର ବ୍ୟାସ ଯଥାକ୍ରମେ 32 ସେ.ମି. ଓ 18 ସେ.ମି. । ଉଭୟଙ୍କ ପରିଧି ଅନ୍ତର୍ଗତ ସ୍ଥାନର କ୍ଷେତ୍ରଫଳ____ବର୍ଗସେ.ମି. ?
330
440
550
660
The correct Answer is:C
Similar Questions
POR ସମକୋଣୀ ତ୍ରିଭୁଜରେm∠Q=90^@ଓoverline(QS) |\| overline(PR) , PS = 8 ସେ.ମି. ଓ SR = 2 ସେ.ମି. ହେଲେ PQର ଦୈର୍ଘ୍ୟ କେତେ ସେ.ମି.?
View Solutionଦତ୍ତ ଚିତ୍ରରେ 'overline(AB)' ଓ 'overline(AC) ଦୁଇଟିସର୍ବସମଜ୍ୟା∣∣Oବୃତ୍ତରକେନ୍ଦ୍ର∣∣'m∠AOC=112∘'ଓ'm∠BAC କେତେ ?
View SolutionS1ଓS2ଦୁଇଟିଏକକେନ୍ଦ୍ରିକବୃତ୍ତ∣∣overline (PS), S_1 ବୃତ୍ତର ଏକ ଜ୍ୟା ଏବଂ S_2 ବୃତ୍ତର ଏକ ସ୍ପର୍ଶକ | PM =5ସେ. ମି ହେଲେ PS =କେତେ ସେ. ମି ହେବ ?
View SolutionABCDଚତୁର୍ଭୁଜରoverline (AB), overline (BC),overline (CD)ଓoverline(DA)ବାହୁମାନଙ୍କର ମଧ୍ୟବିନ୍ଦୁ ଯଥାକ୍ରମେ P, Q, R, ଓ S | ତେବେ PQRS ଏକ କେଉଁ ପ୍ରକାର କ୍ଷେତ୍ର ?
View Solution2x^(2)+kx+3=0ସମୀକରଣର ଦୁଇଟି ମୂଳ ବାସ୍ତବ ଓ ସମାନ ହେଲେ k ର ମାନ କେତେ ?
View Solution10 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ବୃତ୍ତ' ପ୍ରତି ବହିଃସୁ P ବିନ୍ଦୁରୁ ଦୂରପ୍ରତି ଅଙ୍କିତ ସ୍ପର୍ଶକ ଖଣ୍ଡଦ୍ଵୟ ¯¯¯¯¯¯PAଓoverline(PB) | m angle APB =90°ହେଲେ APର ଦୈର୍ଘ୍ୟ କେତେ ସେ.ମି. ?
View Solutionଦତ୍ତ ଚିତ୍ରରେ XY, XZ ଓ overline(AB) ଦୂରକୁ ଯଥାକ୍ରମେ Y, Z ଓ C ବିନ୍ଦୁରେ ସ୍ପର୍ଶ କରୁଅଛି । ଯଦି AY = 7 ସେ.ମି., BZ = 8 ସେ.ମି. ହୁଏ, ତେବେ AB ର ଦୈର୍ଘ୍ୟ କେତେ ସେ.ମି. ?
View Solution8 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ବୃତ୍ତପ୍ରତି ବହିଃସ୍ଥ P ବିନ୍ଦୁରୁ ବୃତ୍ତପ୍ରତି ଅଙ୍କିତ ସ୍ପର୍ଶକ ଖଣ୍ଡଦ୍ବୟ ¯¯¯¯¯¯PC ଏବଂ ¯¯¯¯¯¯PD m angle CPD = 60^@ ହେଲେ PC ର ଦୈର୍ଘ୍ୟ କେତେ ସେ.ମି. ?
View Solution